ଭୁବନେଶ୍ୱର: ମୋଟର ଯାନ ସମ୍ପର୍କିତ ଜରିମାନା ପୈଠ ଅବଧି ବୃଦ୍ଧି କଲେ ସରକାର । ୱାନ ଟାଇମ ସେଟଲମେଣ୍ଟ ନେଇ ଥିବା ଅବଧି ବଢିଲା । ୨୮.୧୨. ୨୦୨୪ ଥିଲା ଡେଡଲାଇନ ହେଲେ ୩୧. ୩. ୨୦୨୫କୁ ବଢିଲା । ଏମଭି ଟିକସ ଓ ଜରିମାନା ପାଇଁ ୱାନ ଟାଇମ ସେଟଲମେଣ୍ଟ କରିପାରିବେ ।