କଟକ: କାମାକ୍ଷା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲେ ଏସସିବି କର୍ତ୍ତୁପକ୍ଷ । ଏସସିବିରେ ୨ ଆହତ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି ରହିଛି । କଟକ ପାଇଁ ହେଲ୍ପଲାଇନ ନମ୍ବର ୮୯୯୧୧୨୪୨୩୮ । କଟକ ହେଲ୍ପଲାଇନ ନଂ ୭୨୦୫୧୪୯୫୯୧ ।ଭୁବନେଶ୍ୱର ପାଇଁ ନଂ ୮୪୫୫୮୮୫୯୯୯ ରହିଛି । ଭଦ୍ରକ ପାଇଁ ୯୪୩୭୪୪ ହେଲ୍ପ ଲାଇନ ନମ୍ବର ରହିଛି । ଦୁର୍ଘଟଣାସ୍ଥଳ ପାଇଁ ନମ୍ବର ୮୯୯୧୧୨୪୨୩୮ ରହିଛି । ସେହିପରି ଖୋର୍ଦା ପାଇଁ ହେଲ୍ପ ଡେସ୍କ ନଂ ୦୬୭୪୨୪୯୨୨୪୫ ରହିଛି ।