28.1 C
Bhubaneswar
Tuesday, June 17, 2025
Homeଓଡିଶାକଣ୍ଟେନର ଜାହାଜରେ ବିସ୍ଫୋରଣ: ୪ କ୍ରିଉ  ସଦସ୍ୟ ନିଖୋଜ

କଣ୍ଟେନର ଜାହାଜରେ ବିସ୍ଫୋରଣ: ୪ କ୍ରିଉ  ସଦସ୍ୟ ନିଖୋଜ

ନୂଆଦିଲ୍ଲୀ: କଣ୍ଟେନର ଜାହାଜରେ  ପ୍ରଚଣ୍ଡ ବିସ୍ଫୋରଣ । କେରଳ ଉପକୂଳରେ ଜାହାଜରେ ବିସ୍ଫୋରଣ ଘଟିଛି ।  ୨୨ ଜଣଙ୍କ ମଧ୍ୟରୁ ୪ କ୍ରିଉ  ସଦସ୍ୟ ନିଖୋଜ ଥିବା ସୂଚନା ମିଳିଛି । ବିସ୍ଫୋରଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି ।  କେରଳ  କୋଝିକଡ ବନ୍ଦର ନିକଟରେ ବିସ୍ଫୋରଣ ଘଟିଥିବା ନେଇ ସୂଚନା ଦିଆଯାଇଛି ।  ଜାହାଜଟି  ସିଙ୍ଗାପୁରରୁ କଲମ୍ବୋ ଯାତ୍ରା କରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking