24.1 C
Bhubaneswar
Monday, February 2, 2026
Homeଓଡିଶାସିଏମଓ ବଦଳିର ଦିନକ ପରେ ସ୍ଥଗିତ

ସିଏମଓ ବଦଳିର ଦିନକ ପରେ ସ୍ଥଗିତ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଦପ୍ତରରେ କାର୍ଯ୍ୟରତ ଥିବା ଓଡିଶା ସଚିବାଳୟ କ୍ୟାଡର ର ୨୨ ଜଣ ଅଧିକାରୀଙ୍କୁ ବଦଳି କରାଯିବାର ଦିନକପରେ ତାହାକୁ ରୋକା ଗଲା। ୧୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଲା।ଏଥିରେ ଜଣେ ଉପସଚିବ, ୬ଜଣ ସେକ୍ସନ ଅଫିସର, ୧୫ ଜଣ ସହକାରୀ ସହାୟକଙ୍କୁ ବଦଳି କରାଯାଇଥିଲା। ୧୮ ତାରିଖରେ ପୁଣି ସାଧାରଣ ପ୍ରଶାସନ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ହୋଇଥିବା ବଦଳି ଅନିଦ୍ଦିଷ୍ଟ ପାଇଁ ସ୍ଥଗିତ ରହିଲା।

୧)ଆଣ୍ଟୁ ମୁର୍ମୁ- ଉପସଚିବ
୬ ସେକ୍ସନ ଅଫିସର
ଲକ୍ଷ୍ମୀଧର ପ୍ରଧାନ
ମାନସ ରଞ୍ଜନ ପୂରୋହିତ
ରାମଚନ୍ଦ୍ର ସେଠୀ
ତନ୍ମୟ କୁମାର ସାହୁ
ଅଭିଷେକ ନାୟକ
ପ୍ରତିକ ସ୍ୱରୂପ ସ୍ୱାଇଁ
୧୫ ସହକାରୀ ସହାୟକ
ଅର୍ପିତା କୁମାରୀ ବିଶ୍ୱସରୟ
ଦିବ୍ୟାସ୍ମିତା ମାଝୀ
ମନିଷା ତ୍ରୀପାଠୀ
ଅରବିନ୍ଦ ହୋତା
ମୁନା ପାତ୍ର
ଉମା ଶଙ୍କର ସାହୁ
ସନ୍ଦିପ ମିଶ୍ର
ଭବାନୀ ଶଙ୍କର ପଣ୍ଡା
ବାବା ସଙ୍କଟେଶ୍ୱର ସାମନ୍ତରାୟ
ଇନ୍ଦ୍ର ସ୍ୱରୂପ ସାହୁ
ସମ୍ବିତ ପ୍ରସାଦ କର୍ଣ୍ଣ
ସୋମ୍ୟାଲିନ ବେହେରା
କିଶାନ ବେହେରା
ଅନୀଲ କୁମାର ପାତ୍ର
ତାରୀଣି ପ୍ରସାଦ ସାହୁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking