28.9 C
Bhubaneswar
Friday, May 16, 2025
Homeଓଡିଶାଓଏଏସ ସ୍ତରରେ ଅଦଳବଦଳ

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଓଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ମୋଟ ୧୩ ଜଣ ଓଏଏସ ଅଫିସରଙ୍କୁ ବଦଳି କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଏବଂ ପବ୍ଲିକ ଗ୍ରିଭାନ୍ସ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ…
୧)ପ୍ରଫୁଲ୍ଲ କୁମାର ସ୍ୱାଇଁ (ଥିଲେ)-ଜେନେରାଲ ମ୍ୟାନେଜର ଓଏମସି,ଭୁବନେଶ୍ୱର-(ହେଲେ)-ଜିଏ ଏବଂ ପିଜି ବିଭାଗ ଏବଂ ସିଏସଜିସି  ବିଭାଗର ଅତିରିକ୍ତ ସଚିବ
୨)ବବିତାରାଣୀ ଦଳବେହେରା (ଥିଲେ)-ସେଟେଲମେଣ୍ଟ ଅଧିକାରୀ,କଟକ-(ହେଲେ)- ସିଏସଜିସି ଜିଏ ଏବଂ ପିଜି ବିଭାଗର ଅତିରିକ୍ତ ସଚିବ
୩)ରଶ୍ମୀ ରଞ୍ଜନ ସାହୁ (ଥିଲେ)-ଓଏସଡିଏମଏ ର ମୁଖ୍ୟ ଜେନେରାଲ ମ୍ୟାନେଜର-(ହେଲେ)- ସିଏସଜିସି ଜିଏ ଏବଂ ପିଜି ବିଭାଗର ଯୁଗ୍ମ ସଚିବ
୪)ତ୍ରିଲୋଚନ ପାତ୍ର (ଥିଲେ)-ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି-(ହେଲେ)-ଅବକାରୀ ବିଭାଗର ଯୁଗ୍ମ ସଚିବ
୫)ମନୋଜ ପାତ୍ର (ଥିଲେ)-ଉପ-ଜିଲ୍ଲାପାଳ,ଭଦ୍ରକ-(ହେଲେ)-ଜଏଣ୍ଟ ଡାଇରେକ୍ଟର ରୋଟି,ଭୁବନେଶ୍ୱର
୬)ବୈତୁରା ଦୀପ (ଥିଲେ)- ଯୁଗ୍ମ ସଚିବ ରୋଟି,ଭୁବନେଶ୍ୱର ୟୁଓଟି -(ହେଲେ)-ଲେବର ଏବଂ ଇଏସଆଇ ବିଭାଗର ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଦାୟିତ୍ୱ ବି ତୁଲାଇବେ
୭)ପ୍ରିୟବ୍ରତ ପାଢୀ (ଥିଲେ)-ଭୁବନେଶ୍ବର ମହାନଗର ନିଗମର ଡେପ୍ୟୁଟି କମିଶନ–(ହେଲେ)- ସିଏସଜିସି ଜିଏ ଏବଂ ପିଜି ବିଭାଗର ଉପ-ସଚିବ
୮)ରଶ୍ମୀ ରେଖା ପ୍ରଧାନ (ଥିଲେ)-ଯାଜପୁର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ –(ହେଲେ)-ଭୁବନେଶ୍ବର ମହାନଗର ନିଗମର ଡେପ୍ୟୁଟି କମିଶନର
୯)ସୁରଜ କୁମାର ପଟ୍ଟନାୟକ (ଥିଲେ)-ଉପ-ଜିଲ୍ଲାପାଳ, ସୁବର୍ଣ୍ଣପୁର-(ହେଲେ)- କ୍ରୀଡା ଏବଂ ଯୁବ ସେବା ବିଭାଗର ଉପ-ସଚିବ
୧୦)ସୌମ୍ୟା ରୂପା ରଥ (ଥିଲେ)- ତହସିଲଦାର,ସୁବର୍ଣ୍ଣପୁର -(ହେଲେ)-ଉପ-ଜିଲ୍ଲାପାଳ,ସୁବର୍ଣ୍ଣପୁର
୧୧)ମନୋଜ କୁମାର ତ୍ରିପାଠୀ- (ଥିଲେ)-ପୂର୍ବତନ ଉପଜିଲ୍ଲାପାଳ, ତାଳଚେର-(ହେଲେ)-ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗର ଉପ ସଚିବ
୧୨) ସୌରଭ ଚକ୍ରବର୍ତ୍ତୀ – (ଥିଲେ)- ବାଲେଶ୍ଵରର ଜିଲ୍ଲା ପରିଷଦର ଅତିରିକ୍ତ ସିଡିଓ-କମ-ଇଓ -(ହେଲେ)-ଉପ-ଜିଲ୍ଲାପାଳ, ଭଦ୍ରକ
୧୩)ଅଂଶୁମାନ ମହାପାତ୍ର-(ଥିଲେ)-ବିଡିଓ,ରଙ୍ଗେଇଲୁଣ୍ଡା-(ହେଲେ)-ପିଏ,ଆଇଟିଡିଏ, ପାରଳାଖେମୁଣ୍ଡି , ଗଜପତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking