18.1 C
Bhubaneswar
Saturday, December 6, 2025
Homeଓଡିଶାଓପିଏସ୍ ସ୍ତରରେ ଅଦଳବଦଳ

ଓପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱ: ଓପିଏସ୍ ସ୍ତରରେ ଅଦଳବଦଳ ନେଇ ଆସିଲା ବଡ ଖବର । ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି । ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୀମା ସ୍ୱାଇଁଙ୍କୁ ବଦଳି କରାଯାଇଛି । ବଦଳି କରି ତାଳଚେରର ଅତିରିକ୍ତ ଏସ୍‌ପି ଭାବେ ସୀମା ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି । ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଭାବେ ଦାୟିତ୍ୱ ମିଳିଛି । ମୋଟ ୧୯ ଜଣ ଅତିରିକ୍ତ ଏସ୍‌ପିଙ୍କୁ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking