26.1 C
Bhubaneswar
Thursday, September 19, 2024
Homeଓଡିଶାପୂର୍ବତନ ଉପଜିଲ୍ଲାପାଳଙ୍କୁ ଜେଲ୍‌

ପୂର୍ବତନ ଉପଜିଲ୍ଲାପାଳଙ୍କୁ ଜେଲ୍‌

ଭୁବନେଶ୍ୱର : ଝାରସୁଗୁଡାର ପୂର୍ବତନ ଉପଜିଲ୍ଲାପାଳଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ । ପୂର୍ବତନ ଉପଜିଲ୍ଲାପାଳ ପ୍ରଦୀପ କୁମାର ବାରୀକଙ୍କୁ ଦଣ୍ଡାଦେଶ । ଜେଲ୍ ସହ ୧ ଲକ୍ଷ ଟଙ୍କା ଜରିମାନା କଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟଙ୍କ ରାୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking