22.1 C
Bhubaneswar
Friday, December 5, 2025
Homeଓଡିଶାମନ୍ତ୍ରୀଙ୍କୁ ୫୦ ଥର ଭେଟିଥିଲେ ବି କାମ ହେଉନି: ପଦ୍ମଲୋଚନ

ମନ୍ତ୍ରୀଙ୍କୁ ୫୦ ଥର ଭେଟିଥିଲେ ବି କାମ ହେଉନି: ପଦ୍ମଲୋଚନ

ଭୁବନେଶ୍ୱର: ବାଲେଶ୍ୱର ଖଇରା ରାଣୀତାଲ ରାସ୍ତା ନିର୍ମାଣକୁ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା  କଟାକ୍ଷ କରିଛନ୍ତି । କହିଛନ୍ତି, ୫୦ ଥର ଭେଟିଥିଲେ ବି କାମ ହେଉନି । ରାସ୍ତାର ଖାଲଖମା ବି ମରାମତି ହେଇନି । ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦେଖା ନାହିଁ, ତୁରନ୍ତ ପଦକ୍ଷେପ ନିଅ।  ଆଜି ହେଉଛି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଗତକାଲି ଉଠିଥିଲା ଧାନମଣ୍ଡି ଓ ନାରି ନିର୍ଯାତନା ପ୍ରସଙ୍ଗ । ଆଜି ଗୃହ ସ୍ୱାଭାବିକ ଚାଲିବ ନା କମ୍ପିବ ତାଉପରେ ନଜର । ତୃତୀୟ ଦିନରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗୃହ ବେଶ ସରଗରମ ହୋଇପାରେ । ଆଜି ମହିଳା ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ୍ ବିଭାଗର ପ୍ରଶ୍ନକାଳ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking