ଭୁବନେଶ୍ୱର: ଅଗଷ୍ଟ ମାସରେ ରତ୍ନଭଣ୍ଡାର ଗଣତି ମଣତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ମରାମତି କାମ ସରିଲା । ଉଚ୍ଚ ସ୍ତରୀୟ କମିଟି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବ । ୨ ଜଣ ବିଶେଷଜ୍ଞ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ । ଅଳଙ୍କାର ରଖିବାକୁ ନୂଆ ସିନ୍ଦୁକ ପ୍ରସ୍ତୁତ ହୋଇଛି ।










