25.9 C
Bhubaneswar
Tuesday, April 7, 2026
Homeଓଡିଶାବିଜେଡି କୋର୍ କମିଟିରେ ତ୍ରୁଟି: ସମ୍ବିତ

ବିଜେଡି କୋର୍ କମିଟିରେ ତ୍ରୁଟି: ସମ୍ବିତ

ଭୁବନେଶ୍ୱର: ପୁଣି ଥରେ ବିଜେଡି ବ୍ୟାପାରକୁ ନେଇ ସମ୍ବିତ ରାଉତରାୟଙ୍କ ନିଶାନା ମ୍ସେ କହିଛନ୍ତି ଯେ ଅନେକ ନେତା ନିଜ ବ୍ୟକ୍ତିଗତ ଉଦ୍ୟମରେ ରାଜନୈତିକ ଭବିଷ୍ୟତ ଦେଖୁଛନ୍ତି । ଦଳରେ ତ୍ରୁଟି ବିଚ୍ୟୁତି ରହୁଛି, କୋର୍ କମିଟି ତିଆରିରେ ବି ତ୍ରୁଟି ବିଚ୍ୟୁତି। ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟସଭା ପ୍ରାର୍ଥୀ ନେଇ ନବୀନ ବାବୁ ନିଷ୍ପତ୍ତି ନେବେ। ନବୀନଙ୍କ ଉତ୍ତରାଧିକାରୀ ଗୋପପୁରରେ ବଢୁଛି। ବାପା ଏକ ନେତା ଏକ, ଶୃଙ୍ଖଳା କମିଟି କ’ଣ କହିବ। ସିନିୟର ମାନଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ। ମାର୍ଚ୍ଚ ଯାଏ ଅପେକ୍ଷା କରନ୍ତୁ ସବୁ ଠିକ୍ ଠାକ୍ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking