26.1 C
Bhubaneswar
Wednesday, December 17, 2025
Homeଓଡିଶାଯନ୍ତ୍ରୀଙ୍କର ୩୪ ଫ୍ଲଟ୍‌

ଯନ୍ତ୍ରୀଙ୍କର ୩୪ ଫ୍ଲଟ୍‌

ଭୁବନେଶ୍ୱର : ସୁକେତଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍ର ବିପୁଳ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ୍ ଠାବ । ଭୁବନେଶ୍ୱର, ପୁରୀ, ଢେଙ୍କାନାଳରେ ୩୪ଟି ପ୍ଲାଟ୍ ଠାବ କଲା ଭିଜିଲାନ୍ସ । ୨ଟି ଟ୍ରକ, ୨ଟି ଚାରିଚକିଆ ଯାନ, ୪ ବାଇକ ଚଢାଉ ବେଳେ ଠାବ କରିଛନ୍ତି । ୧୭୬ ଗ୍ରାମ ସୁନା, ୨ ଲକ୍ଷ ୩୪ ହଜାର ଟଙ୍କା ଏଯାବତ ମିଳିଥିବା ସୂଚନା ।

ଭିଜିଲାନ୍ସ ହାତରେ ଯନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking