26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶତେଲେଙ୍ଗାନାରେ ଏନକାଉଣ୍ଟର : ୬ ମାଓବାଦୀ ନିହତ

ତେଲେଙ୍ଗାନାରେ ଏନକାଉଣ୍ଟର : ୬ ମାଓବାଦୀ ନିହତ

ତେଲେଙ୍ଗାନ: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ତେଲେଙ୍ଗାନାରେ ହୋଇଛି ବଡ ଧରଣର ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୬ ମାଓବାଦୀ ନିହତ । ତେଲେଙ୍ଗାନାର କୋତାଗୁଡମ ଜିଲ୍ଲା ଗୁଣ୍ଡାଲା ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ଗୁଳିବିନିମୟ ସମୟରେ ୬ ମାଓବାଦୀ ସହ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ଘଟଣାସ୍ଥଳରୁ ଅନେକ ପରିମାଣର ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ମହାରାଷ୍ଟ୍ରରରେ ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଗିରଫ ହେଲେ ମୂର୍ତ୍ତିକାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking