14.1 C
Bhubaneswar
Saturday, December 6, 2025
Homeଓଡିଶାଏନକାଉଣ୍ଟର: ଜଣେ ମାଓବାଦୀ ନିପାତ

ଏନକାଉଣ୍ଟର: ଜଣେ ମାଓବାଦୀ ନିପାତ

ରାଞ୍ଚି: ଝାଡଖଣ୍ଡରେ ଏନକାଉଣ୍ଟର ସମୟରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ପଶ୍ଚିମ ସିଂହଭୂମି ଗୋଇଲକେରା ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି ।  ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।  ଯବାନଙ୍କ ଗୁଳିରେ  ଜଣେ ମାଓବାଦୀ ନିପାତ ହୋଇଛନ୍ତି । ସଉତା ଜଙ୍ଗଲରେ ଏବେ ବି ଚାଲିଛି ଗୁଳିବିନିମୟ । ମୃôତ ମାଓବାଦୀ ଛତିଶଗଡର ଟପ ମାଓନେତା ଅରୁଣ କାର୍କି ।  ଅରୁଣ ପଛରେ ୨ ଲକ୍ଷ ଟଙ୍କାର  ପୁରସ୍କାର ରାଶି ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking