15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଚାଇବାସାରେ ଏନକାଉଣ୍ଟର : ଜଣେ ନକ୍ସଲ ନିହତ

ଚାଇବାସାରେ ଏନକାଉଣ୍ଟର : ଜଣେ ନକ୍ସଲ ନିହତ

ଝାଡଖଣ୍ଡ : ଝାଡଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି  ା ଆଉ କିଛି ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୨ଟି ଇନସାସ ରାଇଫଲ ଜବତ ହୋଇଛି । ଅଧିକ ତଦନ୍ତ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking