ପିପିଲି: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘଟଣାଟି ସାତଶଙ୍ଖ ଫାଣ୍ଡି ଅଞ୍ଚଳର ଘଟଣା । ଏତଲା ଦେଲେ ପୀଡୀତାଙ୍କ ପରିବାର । ଅଭିଯୁକ୍ତକୁ ଉଠାଇ ନେଲା ପୋଲିସ । ବିବାହିତ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ।