15.1 C
Bhubaneswar
Wednesday, December 10, 2025
Homeଓଡିଶାହିନ୍ଦୋଳରେ ଚାଷୀଙ୍କୁ ଦଳି ମାରିଦେଲା ହାତୀ

ହିନ୍ଦୋଳରେ ଚାଷୀଙ୍କୁ ଦଳି ମାରିଦେଲା ହାତୀ

ଢେଙ୍କାନାଳ: ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ ।  ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗାଁରେ ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହୋଇଛି । ବିଲକୁ କାମ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ୨ ଦିନ ତଳେ ହିନ୍ଦୋଳରେ ୩ ଜଣଙ୍କୁ ଦଳି ମାରି ଦେଇଥିଲା ହାତୀ । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ହାତୀ ଉପଦ୍ରବ ନେଇ ଆତଙ୍କିତ ଅଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking