16.1 C
Bhubaneswar
Saturday, December 6, 2025
Homeଓଡିଶାଟ୍ରେନ ଧକ୍କାରେ ହାତୀ ଗୁରୁତର

ଟ୍ରେନ ଧକ୍କାରେ ହାତୀ ଗୁରୁତର

ରାଉରକେଲା: ଟ୍ରେନ ଧକ୍କାରେ ହାତୀ ଗୁରୁତର । ରେଳଧାରଣା ପାର୍ ହେଉଥିବାବେଳେ ପିଟି ହୋଇଗଲା ହାତୀ । ଟ୍ରେନ୍ ଟ୍ରାକ୍ କଡ଼ରେ ପଡ଼ି ଛଟପଟ ହେଉଛି ହାତୀ । ଜୀବନ ସହ ସଂଗ୍ରାମ କରୁଛି । ରାଉରକେଲା ବନଖଣ୍ଡ ରାଜଗାଙ୍ଗପୁର ରେଞ୍ଜ ଶୋନାଖାନ୍ ସେକ୍ସନ ନିକଟରେ ଅଘଟଣ । ଶୋନାଖାନ ବିଟ୍ ଦେଇ ଯାଇଥିବା ରେଳଧାରଣା ନିକଟରେ ଅଘଟଣ । ହାତୀକୁ କୌଣସି ଟ୍ରେନ୍ ଧକ୍କା ଦେଇ ଚାଲିଯାଇଥିବା ଜଣାପଡ଼ିଛି । ହେଲେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ବନବିଭାଗ କି ରେଳବାଇ ପୁଲିସ ପହଞ୍ଚିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking