25.1 C
Bhubaneswar
Thursday, February 5, 2026
Homeଓଡିଶାହାତୀ ଉପଦ୍ରବ: ଆତଙ୍କିତ ଗ୍ରାମବାସୀ

ହାତୀ ଉପଦ୍ରବ: ଆତଙ୍କିତ ଗ୍ରାମବାସୀ

ରାୟଗଡ଼ା: ରାୟଗଡ଼ା , ମୁନିଗୁଡ଼ା ରେଞ୍ଜ ଅମ୍ବାଦଳା ସେକ୍ସନ ରଘୁବାରି ବିଟର ପିଡେଲ ପଦର, ଉମ୍ୱେର ଖଲିଆ ଗୁଡ଼ା, କିଞ୍ଜିଲୁଆ, ନାନିବୁଟି  ଟିକରପଡ଼ା ଆଦି ଅଞ୍ଚଳରେ ଏକ ୮ ଟିକିଏ ହାତୀପଲ ଚାଷୀଙ୍କ ଧାନ ନଷ୍ଟ କରି  କାନ୍ଦୂଲ, ବିରି ଭଳି ଡାଲି ଜାତୀୟ ଚାଷ ନଷ୍ଟ କରିଥିବା ବେଳେ ଅନ୍ୟ ଏକ ୫ଟିକିଆ ହାତୀପଲ ଦୁଇ ତିନି ଦିନ ହେଲା ଅମ୍ବାଦଳା ହାତୀପଲଙ୍କ ଉପଦ୍ରବ ଫଳରେ ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବା ସହିତ ହାତୀ ଘଉଡ଼ାବାକୁ ବ୍ୟବସ୍ଥା କରିବାକୁ ଚାଷୀ ଦାବି କରିଛନ୍ତି। ଅପରପକ୍ଷରେ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କ ସହାୟତାରେ ହାତୀକୁ ଘଉଡାଇବାକୁ ଚେଷ୍ଟା ଚଳାଇଥିବାବେଳେ ଚାଷୀଙ୍କୁ ଉଚିତ କ୍ଷତିପୂରଣ ମିଳିବ ବୋଲି  ଅମ୍ବାଦଳା ବନପାଳ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking