28.1 C
Bhubaneswar
Wednesday, February 4, 2026
Homeଓଡିଶାପୁଣି ଦନ୍ତା ଶିକାର !

ପୁଣି ଦନ୍ତା ଶିକାର !

ଭଞ୍ଜନଗର: ଦନ୍ତା ହାତୀର ରକ୍ତାକ୍ତ  ମୃତଦେହ ଠାବ ହୋଇଛି । ମୁଜାଗଡ ବନାଞ୍ଚଳ  ବଣିଆପାଲି ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର ମୃତଦେହ ଠାବ  ହୋଇଛି । ପାଟିରୁ ରକ୍ତ ବାହାରୁଥିବାରୁ  ଶିକାରୀ  ଗୁଳି ବାଜିଥିବା ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ପରେ  ସବୁ ସ୍ପଷ୍ଟ ହେବ ବୋଲି କହିଲେ ଡିଏଫଓ ।  ତେବେ ହାତୀକୁ କାହିଁକି କରାଗଲା ସେନେଇ ଏବେ ପ୍ରଶ୍ନ ଉଠୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking