16.1 C
Bhubaneswar
Sunday, December 7, 2025
Homeଓଡିଶାଗୁଳିମାଡ଼ରେ ହାତୀ ଆହତ

ଗୁଳିମାଡ଼ରେ ହାତୀ ଆହତ

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଠେଙ୍ଗିରି ତଇଲା ଜଙ୍ଗଲରେ ବୁଲୁଛି ଗୁଳିବଦ୍ଧ ମାଇହାତୀ । କିଛି ଦିନ ଧରି ହାତୀଟି ଏଣେତେଣେ ବୁଲୁଥିବା ବେଳେ  ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ହାତୀଟିର ଆଗ ବାମ ଗୋଡ ଓ ପଛ ଡାହାଣ ଗୋଡରେ ଆଘାତ ଲାଗିଛି । କେହି ଶିକାରୀ ହାତୀ ଦାନ୍ତ ଚୋରି ଉଦ୍ଦେଶ୍ୟରେ  ହାତୀକୁ ଗୁଳି କରିଥିବା  ସନ୍ଦେହ କରୁଛନ୍ତି  ସ୍ଥାନୀୟ ବାସୀ ।   ଆହତ ହାତୀଟି ଉପରେ ନଜର ରଖିଛନ୍ତି ବନ ବିଭାଗ ଅଧିକାରୀ ।  ତେବେ ବର୍ତ୍ତମାନ ସୁଦ୍ଧା ହାତୀଟିର ଚିକିତ୍ସା ଆରମ୍ଭ ହୋଇନାହିଁ ।  ଫଳରେ ତା ଅବସ୍ଥା ସଙ୍କଟାପ୍ନନ ରହିଛି । ହାତୀକୁ କିଏ ଗୁଳି କଲା ତାକୁ ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking