19.3 C
Bhubaneswar
Thursday, January 2, 2025
Homeଓଡିଶାଆସନ୍ତା ୧୪ ଓ ୧୫ରେ ଢେଙ୍କାନାଳରେ ହେବ  ହାତୀ ଗଣନା

ଆସନ୍ତା ୧୪ ଓ ୧୫ରେ ଢେଙ୍କାନାଳରେ ହେବ  ହାତୀ ଗଣନା

ବ୍ୟୁରୋ : ବନ ବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ୧୪  ଓ ୧୫ ଦୁଇଦିନ  ଧରି  ଢେଙ୍କାନାଳ ଜିଲ୍ଲାରରେ  ହେବ ହାତୀ ଗଣନା । ଏଥିପାଇଁ ବନ ବିଭାଗ ପକ୍ଷରୁ  ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ।  ହାତୀ ସଂଖ୍ୟାରେ  ଶିମିଳିପାଳ ଏକ ନମ୍ବର ହୋଇଥିବା ବେଳେ ଦ୍ୱିତୀୟରେ  ରହିଛି ଢେଙ୍କାନାଳ ।  ହାତୀ ଗଣନା ପାଇଁ ଜିଲ୍ଲାରେ ସମସ୍ତ  ୮ଟି ରେଞ୍ଜର , ଫରେଷ୍ଟ ଗାର୍ଡ , ଡେପୁଟି ରେଞ୍ଜର  ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ  କର୍ମଚାରୀ,  ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଉଦ୍ଧ୍ୱ ଲୋକଙ୍କୁ  ନିୟୋଜିତ କରାଯାଇଛି । ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ  କେବଳ  ହିନ୍ଦୋଳ ରେଞ୍ଜ ୨୦୦ ହାତୀ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking