31.7 C
Bhubaneswar
Wednesday, April 8, 2026
Homeଓଡିଶାଏଲିନାଙ୍କ ‘କ୍ରୀତଦାସ ଉଆସ’ ନିଶାନା

ଏଲିନାଙ୍କ ‘କ୍ରୀତଦାସ ଉଆସ’ ନିଶାନା

ଭୁବନେଶ୍ୱର: ଏକ ଭିଡିଓ ପୋଷ୍ଟ କରି ପରୋକ୍ଷ ନିଶାନା କଲେ ଏଲିନା । କହିଲେ ନେତା ଆଜି ପରିକ୍ରମା ପଥରରେ ଘର କରି ରାଜ ଉଆସରେ । କର୍ମୀ ଆଜି ଜେଲର ଚାରି କାନ୍ଥ ଭିତରେ । ଦଳ ପାଇଁ କର୍ମୀ ଲହୁ ଲୁହାଣ, ନେତା ଆଜି ଗାଡି କିଣିବା ଅଭିଯାନରେ । ଶାସନରେ ଦଳ ଥିଲା ବେଳେ ଯାହାଙ୍କୁ ଅଖଣ୍ଡ କ୍ଷମତା, ସେ ପତିଆରା ବଢାଇଲେ । ଲୋକଙ୍କୁ ହଇରାଣ କରି ଆପଣଙ୍କୁ ବିଶ୍ୱାସଘାତକତା କରୁଥିଲେ । ଆଜି ଆପଣ ସେଇଟା ଅନୁଭବ କରିପାରୁଥିବାରୁ ଧନ୍ୟବାଦ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking