13.1 C
Bhubaneswar
Sunday, December 7, 2025
Homeଓଡିଶା୪୮ ଘଣ୍ଟାରେ ବିଦ୍ୟୁତ ପୁନଃସ୍ଥାପନ: ସିଂ ଦେଓ

୪୮ ଘଣ୍ଟାରେ ବିଦ୍ୟୁତ ପୁନଃସ୍ଥାପନ: ସିଂ ଦେଓ

ଭୁବନେଶ୍ୱର: ମୋନ୍ଥା  ମୁକାବିଲା ନେଇ ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂ ଦେଓ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି କହିଲେ ଉପମୁଖ୍ୟମନ୍ତ୍ରୀ । ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲେ ତୁରନ୍ତ  ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି । ୯ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର , ବିଦ୍ୟୁତ ଖୁଣ୍ଟ ମହଜୁଦ ରଖାଯାଇଛି । ବାତ୍ୟା ଟଳିବାର ୪୮ ଘଣ୍ଟାରେ  ବିଦ୍ୟୁତ ପୁନଃସ୍ଥାପନ କରିବୁ । ଧାନ ନଷ୍ଟ ହେବାର ଆଶଙ୍କା ଅଛି, ତୁରନ୍ତ ରିପୋର୍ଟ ପାଇଁ କୁହାଯାଇଛି । ଜିଲ୍ଲାପାଳମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ଦାନା ସମୟରେ ୭ ଦିନରେ ଟଙ୍କା ଦିଆଯାଇଥିଲା । ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking