ଅନୁଗୁଳ: ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଞ୍ଜା ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ବୃଦ୍ଧ ଜଣଙ୍କ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଆକ୍ରମଣ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତଜନା ଦେଖାଦେଇଛି । ପରିବାରରେ ବୃଦ୍ଧଙ୍କ ମୃତ୍ୟୁ ଖବର ଶୁଣି ଶୋକର ଛାୟା ଖେଳିଯାଇଛି ।