21.1 C
Bhubaneswar
Saturday, December 6, 2025
Homeଓଡିଶାଭଦ୍ରକରେ ୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ  

ଭଦ୍ରକରେ ୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ  

ଭଦ୍ରକ: ଭଦ୍ରକରେ  ୨୧ ପଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ  ରଖିବାକୁ  ନିର୍ଦ୍ଦେଶ ଦିଆଯାଇଛି ।   ଡାଇରିଆ ପାଇଁ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି ।   ଅଙ୍ଗନବାଡି କେନ୍ଦ୍ର, ସମସ୍ତ ସ୍କୁଲ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଡାଇରିଆ ପାଇଁ ୨୪ ତାରିଖ ଯାଏ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟି ରହିଛି ।

୨୪ ଯାଏଁ ଯାଜପୁରରେ ସ୍କୁଲ ଛୁଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking