20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶତୁର୍କୀରେ ପୁଣି ଥରେ ଭୂମିକମ୍ପ ଝଟକା

ତୁର୍କୀରେ ପୁଣି ଥରେ ଭୂମିକମ୍ପ ଝଟକା

ତୁର୍କିୀ: ଗୁରୁବାର ଦିନ ପୁଣି ତୁର୍କିୀରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲ।। ଜର୍ମାନ ଭୂତତ୍ତ୍ୱ ଗବେଷଣା କେନ୍ଦ୍ର ଅନୁଯାୟୀ, ଗୁରୁବାର ସମୟ ପ୍ରାୟ ୨:୫୪ରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲ।। ତୁର୍କୀରେ ଭୂମିକମ୍ପର ତୀବ୍ରତା ପ୍ରାରମ୍ଭରେ ୫.୩୩ ମାପ କରାଯାଇଥିଲା କିନ୍ତୁ ପରେ ଜିଏଫ୍‌ଜେଡ୍ ୱେବସାଇଟରେ ଏହାର ତୀବ୍ରତା ୪.୭ ବୋଲି ରିପୋର୍ଟ କରାଯାଇଥିଲା ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା। ଏଥିରେ ତୁରନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking