32.9 C
Bhubaneswar
Monday, April 13, 2026
Homeଓଡିଶାଫି ୱିନ ଗେମରେ ରୋଜଗାର ହେଉଛି କୋଟି କୋଟି ଟଙ୍କା, ୬ଜଣଙ୍କ ଘରେ ଇଡିର ଚଢ଼ାଉ

ଫି ୱିନ ଗେମରେ ରୋଜଗାର ହେଉଛି କୋଟି କୋଟି ଟଙ୍କା, ୬ଜଣଙ୍କ ଘରେ ଇଡିର ଚଢ଼ାଉ

ରାଉରକେଲା: ଅନଲାଇନ ଗେମ ଖେଳି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା । ଫି ୱିନ ଗେମରେ ବେଆଇନ ଅର୍ଥ କାରବାର ଘଟଣାକୁ ନେଇ ବଣାଇଁ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମର ୬ଟି ଘରେ ଇଡି ଚଢ଼ଉ କରିଛି। ଗତ କିଛି ମାସ ତଳେ ଏକ ଗେମ୍ ମୋବାଇଲରେ ଫି ୱିନ ଅନଲାଇନ ଖେଳ ପାଇଁ ଅଭିଯୋଗ ହୋଇଛି। କୋଲକାତାର ୪୦ ଜଣିଆ ଇଡି ଟିମ୍ ଚଢଉ କରୁଥିବା ଜଣାପଡ଼ିଛି। କେତେ ଟଙ୍କା କାରବାର ହୋଇଛି ଏବଂ କେଉଁ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ତାହା ଜଣା ପଡ଼ିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking