ଭୁବନେଶ୍ୱର: ଚଳିତ ଜୁନରେ ସରିବ ରାସନ କାର୍ଡ ପାଇଁ ଇ- କେୱାଇସି ଯାଞ୍ଚ । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏବେ ସୁଦ୍ଧା ୨୦ ଲକ୍ଷ ଇ- କେୱାଇସି କରି ନାହାନ୍ତି । ପ୍ରାୟ ୯୫ ପ୍ରତିଶତ ଲୋକ ଇ- କେୱାଇସି କରି ସାରିଛନ୍ତି । ଜୁନରେ ଅବଧି ସରିବା ପରେ ଅଯୋଗ୍ୟ ବାଦ ପଡିବେ ।