ଭୁବନେଶ୍ୱର: ଝାରପଡା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଲା । ଏଥର ମେଳଣ ପଡିଆରେ ହେବ ଝାରପଡା ଦୁର୍ଗାପୂଜା । ଜେଲ ରୋଡ ଛକ ପରିବର୍ତ୍ତେ ମେଳଣ ପଡିଆରେ ହେବ ପୂଜା । ଏନେଇ ଝାରପଡା ଦୁର୍ଗା ପୂଜା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଭଳି ଏଥର ବି ମହାଆଡମ୍ବରରେ ହେବ ପୂଜା ।