27.1 C
Bhubaneswar
Sunday, June 30, 2024
Homeଓଡିଶାମୃତ କୁନି ଝିଅକୁ ଛାଡି ଚାଲିଗଲା ଦୁର୍ବୁତ୍ତ

ମୃତ କୁନି ଝିଅକୁ ଛାଡି ଚାଲିଗଲା ଦୁର୍ବୁତ୍ତ

କୋରାପୁଟ : କୋରାପୁଟ ସୁନାବେଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ କୁନି ଝିଅକୁ ଛାଡି ଚାଲି ଯାଇଛନ୍ତି ବ୍ୟକ୍ତି । ସୂଚନା ଅନୁସାରେ, ବୁଧବାର ଜଣେ ଦୁର୍ବୁତ୍ତ କୋରାପୁଟ ସୁନାବେଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟେ ଝିଅକୁ ଶୁଆଇ ଘଟଣାସ୍ଥଳରୁ ଖସି ଯାଇଥିଲା । ଉକ୍ତ ଦୁର୍ବୁତ୍ତ ଜଣଙ୍କ ଏପରି କାର୍ଯ୍ୟ ଦେଖି ସେଠାରେ ଥିବା ଲୋକେ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା । ଦୁର୍ବୁତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଦୁର୍ବୁତ୍ତଙ୍କ ସମସ୍ତ କାର୍ଯ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ବୁତ୍ତ ଛାଡି ଦେଇଥିବା ଝିଅ ମୃତ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସୁନାବେଡା ପୋଲିସ ଓ ଏସଡିପିଓ ପହଂଚି ଘଟଣାର ଯାଞ୍ଚ କରିଥିଲେ । ସିସିଟିଭି ମାଧ୍ୟମରେ ଦୁର୍ବୁତ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking