20.1 C
Bhubaneswar
Monday, December 22, 2025
Homeଓଡିଶାକାରକୁ ଧକ୍କା ଦେଲା ଡମ୍ଫର: ୪ ଆହତ

କାରକୁ ଧକ୍କା ଦେଲା ଡମ୍ଫର: ୪ ଆହତ

ବାଲୁଗାଁ: ରାସ୍ତାରୁ ୨୦ ଫୁଟ ତଳକୁ ଖସିଲା କାର । କାରରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି । ବାଣପୁର ଅଲଡି ନିକଟରେ କାରକୁ ଧକ୍କା ଦେଲା ଡମ୍ଫର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking