14.1 C
Bhubaneswar
Friday, December 19, 2025
Homeଓଡିଶାବାପାକୁ ଛେଚି ମାରିଲା ମଦ୍ୟପ ପୁଅ

ବାପାକୁ ଛେଚି ମାରିଲା ମଦ୍ୟପ ପୁଅ

ଫୁଲବାଣୀ: ବାପାକୁ ହାତୁଡିରେ ପିଟି ମାରିଲା ପୁଅ । ମଦ ପିଇବାକୁ ବାରଣ କରିବାରୁ ବାପାକୁ ହତ୍ୟା କଲା ପୁଅ । ଫିରିଙ୍ଗିଆ ଥାନା ଲାମପଦର ଗାଁରେ ହତ୍ୟାକାଣ୍ଡ । ନିଶାଶକ୍ତ ଅବସ୍ଥାରେ ବାପାକୁ ଛେଚି ମାରିଦେଲା । ବାପା – ପୁଅ ମଧ୍ୟରେ ଯୁକ୍ତିତର୍କ ପରେ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁଅକୁ ଗିରଫ କଲା ଫିରିଙ୍ଗିଆ ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking