19.1 C
Bhubaneswar
Sunday, December 21, 2025
Homeଓଡିଶାଝିଅକୁ କଚାଡି ମାରିଲା ନିଶାଡି ବାପା

ଝିଅକୁ କଚାଡି ମାରିଲା ନିଶାଡି ବାପା

ଢେଙ୍କାନାଳ:  ଝିଅକୁ କଚାଡି ମାରିଲା ନିଶାଡି ବାପା । ପାରିବାରିକ କାରଣରୁ ସ୍ତ୍ରୀ ସହ ବଚସା ପରେ କଚାଡି ମାରିଲା ବାପା  । ଝିଅକୁ ହତ୍ୟା ଦେଖି ସ୍ୱାମୀ ପେଟରେ  କାଚ ବୋତଲ ଭୁସିଲା ସ୍ତ୍ରୀ ।  କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଚାଞ୍ଚଲ୍ୟକର ଘଟମା ଘଟିଛି । ଗୁରୁତର ଅବସ୍ଥାରେ  ଯୁବକଙ୍କୁ  କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking