ଭୁବନେଶ୍ୱର: ଡ୍ରପ ଆଉଟ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆଜିଠୁ ମେ ୫ ତାରିଖ ଯାଏଁ ଡ୍ରପ ଆଉଟ ସର୍ଭେ । ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ , ଶିକ୍ଷୟତ୍ରୀ । ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ । ଅଧା ପାଠ ଛାଡିଥିବା ପିଲାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ପ୍ରକାଶ ପାଇଛି ।