18.1 C
Bhubaneswar
Wednesday, February 4, 2026
Homeଓଡିଶାବାଲିଯାତ୍ରା ପଡିଆରେ ଉଡିବନି ଡ୍ରୋନ

ବାଲିଯାତ୍ରା ପଡିଆରେ ଉଡିବନି ଡ୍ରୋନ

କଟକ: ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ ଜୋନ’ ଘୋଷଣା ।  ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ । ନଭେମ୍ବର ୧ରୁ ୧୫ ପଯ୍ୟନ୍ତ ନୋ ଡ୍ରୋନ ଜୋନ ଘୋଷଣା  କରାଯାଇଛି । ବାଲିଯାତ୍ରା ଗ୍ରାଉଣ୍ଡର ୫ କିମି ପରିଧି ପାଇଁ କଟକଣା ଜାରି କରାଯାଇଛି । ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ ଉଡାଣ ମନା କରାଯାଇଛି । ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ , ହଟ ଏୟାର ବେଲୁନ, ୟୁଏଭି , ଡ୍ରୋନ ମନା ହୋଇଛି । ବାଲିଯାତ୍ରାକୁ ପ୍ରାୟ  ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ।   ନଭେମ୍ବର୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking