16.1 C
Bhubaneswar
Thursday, February 5, 2026
Homeଓଡିଶାପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍

ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଚକ୍କର୍‌ କାଟିଲା ଡ୍ରୋନ୍। ପତିତପାବନ ବାନା ବାନ୍ଧିବା ସମୟରେ ଉଡ଼ିଲା ଡ୍ରୋନ୍। ଦୀର୍ଘ ୧୫-୨୦ ମିନିଟ୍ ଉଡ଼ିବା ପରେ ଡ୍ରୋନ୍ ଉଭାନ୍ ହୋଇଯାଇଥିଲା। ୩ ଦିନ ଧରି ଶ୍ରୀମନ୍ଦିର ଚାରିପାଖରେ ଉଡୁଛି ଡ୍ରୋନ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking