ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ । ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଉଡିଲା ଡ୍ରୋନ । ଡ୍ରୋନ ଉଡିବା ନେଇ ଡିଜିପିଙ୍କ କଟକଣା ସତ୍ତ୍ୱେ ଉଡିଲା । ପୋଲିସକୁ ଆବଗତ କଲେ ମନ୍ଦିର ସେବାୟତ ।