21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶୟୁକ୍ରେନ କରିଛି ଡ୍ରୋନ ଆକ୍ରମଣ :  ଋଷ

ୟୁକ୍ରେନ କରିଛି ଡ୍ରୋନ ଆକ୍ରମଣ :  ଋଷ

ମସ୍କୋ : ୟୁକ୍ରେନ କରିଛି ଡ୍ରୋନ ଆକ୍ରମଣ ଏହା ଋଷ କହିଛି । ଡ୍ରୋନ ଆକ୍ରମଣ ନେଇ ମସ୍କୋ  ମିଡିଆର ସୂଚନା ରହିଛି ।  ୮ଟି ଡ୍ରୋନ ଜରିଆରେ  ଆକ୍ରମଣ ହୋଇଛି । କଜାନର  ଜନଗହଳିପୂର୍ଣ ଅଞ୍ଚଳରେ ଆକ୍ରମଣ ହୋଇଛି । ଗୋଟିଏ ଡ୍ରୋନକୁ ନଷ୍ଟ କରାଯାଇଛି ।  ଏହି ଆକ୍ରମଣରେ କେହି  ମୃତାହତ ହୋଇନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking