34.1 C
Bhubaneswar
Monday, June 9, 2025
Homeଓଡିଶାପ୍ରତିଦିନ ଏହି ପରିବାର ରସ ପିଅନ୍ତୁ: ପାଆନ୍ତୁ ଲାଭ

ପ୍ରତିଦିନ ଏହି ପରିବାର ରସ ପିଅନ୍ତୁ: ପାଆନ୍ତୁ ଲାଭ

ଭୁବନେଶ୍ୱର: ଲାଉ ଏକ ସବୁଜ ପନିପରିବା ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ପ୍ରତିଦିନ ଲାଉ ରସ ପିଇବା ଦ୍ୱାରା ଶରୀରକୁ ଅନେକ ସମସ୍ୟାରୁ ରକ୍ଷା କରାଯାଇପାରିବ । କାରଣ ଏଥିରେ ଭିଟାମିନ ସି, ଭିଟାମିନବି, କ୍ୟାଲସିୟମ , ମ୍ୟାଗ୍ନେସିୟମ , ପୋଟାସିୟମ, ଆଇରନ ଏବଂ ଫାଇବର ଭଳି ଗୁଣ ରହିଥାଏ । ଖରା ଦିନେ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ ଗ୍ଲାସ ଲାଉ ରସ ପିଇବା ଦ୍ୱାରା ଗରମରୁ ମୁକ୍ତି ମିଳିଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି , ତେବେ ଲାଉ ରସ ଆପଣଙ୍କ ପାଇଁ ଭଲ ହେବ । ଏଥିରେ ଚର୍ୱି ଓ କ୍ୟାଲୋରିର ପରିମାଣ ବହୁତ କମ ଥାଏ । ଏହା ସହିତ , ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିପାରେ ତ୍ୱଚାକୁ ସୁନ୍ଦର କରିବା ପାଇଁ ଚାହୁଁଛନ୍ତି ଯଦି ଲାଉ ରସ ସେବନ କରିପାରିବେ । ରକ୍ତଚାପ ରୋଗୀଙ୍କ ପାଇଁ ଲାଉ ରସ ଲାଭଦାୟକ । ଲାଉ ରସରେ ଅନେକ ଗୁଣ ରହିଛି । ଯାହା ଚାପ କମାଇବାରେ ସାହାଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking