ଭୁବନେଶ୍ୱର: ୪ ଦିନ ତଳେ ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇଯାଇଛି । ପ୍ରେସମିଟ କରି ଅଭିଯୋଗ ଆଣିଲା ବିଜେଡି । ଚାରି ଲେନ ବଦଳରେ ଦୁଇ ଲେନ ଯୋଜନା ଥିବା ଅଭିଯୋଗ ହୋଇଛି । ବିଜେଡି କହିଛି ଡବଲ ଇଞ୍ଜିନ ସରକାରର ଡବଲ ଧୋକା ।