14.1 C
Bhubaneswar
Saturday, December 6, 2025
Homeଓଡିଶାପ୍ରତିଷ୍ଠା ହେବ ଡପଲର ରାଡାର: ମନ୍ତ୍ରୀ  

ପ୍ରତିଷ୍ଠା ହେବ ଡପଲର ରାଡାର: ମନ୍ତ୍ରୀ  

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଡପଲର ରାଡାର । କାଯ୍ୟକ୍ଷମ ହେବ ବାଲେଶ୍ୱର ଓ ସମ୍ବଲପୁର ରାଡାର ସିଷ୍ଟମ । ଭିତ୍ତିଭୂମି କାମ ସରିଛି, ଶୀଘ୍ର କାଯ୍ୟକ୍ଷମ ହେବ । ପାଣିପାଗର ନିଖୁଣ ଆକଳନ କରାଯାଇପାରିବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking