28.1 C
Bhubaneswar
Sunday, November 17, 2024
Homeଓଡିଶାମୋ ପୁଅ ଠାକୁର ନୁଁହ: ବାବା

ମୋ ପୁଅ ଠାକୁର ନୁଁହ: ବାବା

ଭୁବନେଶ୍ୱର: ଶିଶୁକୁ କଳକୀ ଅବତାର ରୂପେ ପୂଜା କରାଯାଉଥିବା ପ୍ରସଙ୍ଗରେ ମୁଁହ ଖୋଲିଲେ ବାବା । ମୁଁହ ଖୋଲି ସୂଚନା ଦେଇଛନ୍ତି । ବୈକୁଣ୍ଠ ଧାମ ଆଶ୍ରମର ବାବା କାଶୀନାଥଙ୍କ ସୂଚନା । ମୋ ପୁଅ ଠାକୁର ନୁହେଁ ବୋଲି କହିଲେ ବାବା କାଶୀନାଥ। ମୁଁ ଓଡ଼ିଶାରେ ଅଛି ବୋଲି ସେ କହିଛନ୍ତି । ପୁଅକୁ ନେଇ ବିବାଦ ପରେ ସ୍ପଷ୍ଟି କରଣ ରଖିଛନ୍ତି ପଣ୍ଡିତ କାଶୀନାଥ । ୧୦ ବର୍ଷ ତଳେ ମୋ ପୁଅକୁ ୫ ବର୍ଷ ବେଳେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ଯେଉଁଥିରେ ପାଦ ତଳେ ତୁଳସୀ ଅଛି, ମୁଁ କିମ୍ବା ମୋ ସ୍ତ୍ରୀ ନ ଥିଲୁ ବୋଲି ସେ କହିଛନ୍ତି । କିଛି କୁଚକି ଗୋଷ୍ଠୀ ଚକ୍ରାନ୍ତ କରିଛନ୍ତି , ଜାଣିଶୁଣି ବଦନାମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking