21.1 C
Bhubaneswar
Friday, December 19, 2025
Homeଓଡିଶାମଣ୍ଡିରୁ ଉଠୁନି ଧାନ: ରାସ୍ତାରୋକ କଲେ ଚାଷୀ

ମଣ୍ଡିରୁ ଉଠୁନି ଧାନ: ରାସ୍ତାରୋକ କଲେ ଚାଷୀ

ସୁବର୍ଣ୍ଣପୁର: ଧାନର ଅଭାବୀ ବିକ୍ରି ଓ ଟୋକନ ସମସ୍ୟାପାଇଁ ତାତିଲେ ଚାଷୀ । ସୋନପୁର ବିନିକା ବଡପାଲି ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ । ଦୀର୍ଘ ୧୧ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ସାରସ ମାଲ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିଥିଲେ ବି ଧାନ ଉଠିନି । ଏମିତିକି ବି ଚାଷୀଙ୍କୁ ଟୋକନ ମଧ୍ୟ ମିଳେ ନାହିଁ । ଫଳରେ ସାରସମାଲରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଧାନ ବସ୍ତା ପକାଇ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି ଚାଷୀ ଯେଉଁଥିପାଇଁ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking