ଭୁବନେଶ୍ୱର: ନିପା ଭାଇରସକୁ ନେଇ ଗୁରୁତ୍ୱୂର୍ଣ୍ଣ ବୈଠକ ରେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ସୂଚନା । ଆଦୌ ଆତଙ୍କିତ ମହେବାକୁ ଅିଲ କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଟେକ୍ନିକାଲ ଟିମ ଗଠନ ହୋଇଛି, ସର୍ଭେଲାନ୍ସ ବଢାଇ ଦିଆଯାଇଛି । ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ଓ ବଡ ସହରରେ ସର୍ଭେଲାନ୍ସ ବଢାଯାଇଛି । ଏଯାଏଁ ନିପା ଭାଇରସ ଓଡିଶାରେ ଚିହ୍ନଟ ହୋଇନି । ଯଦି ଏଭଳି କେସ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।










