17.1 C
Bhubaneswar
Wednesday, February 4, 2026
Homeଓଡିଶାସୁଭଦ୍ରା ପାଇଁ ଭିଡ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ପାଇଁ ଭିଡ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ପୁରୀ : ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ । ସୁଭଦ୍ରା ପାଇଁ ଭିଡ ଜମାନ୍ତୁ ନାହିଁ । ସେପ୍ଟେମ୍ବର ୧୭ ପରେ ମଧ୍ୟ ଆବେଦନ କରିଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଅର୍ଥ ମିଳିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଯଥାରେ ତରବର ହୋଇ ଭିଡ କରନ୍ତୁ ନାହିଁ କି କାହା କଥାରେ ପଡି ଭ୍ରମିତ ହୁଅନ୍ତୁ ନାହିଁ। କେବଳ ଆଧାରକାର୍ଡ ନମ୍ବର ଦେଇ ଆବେଦନ କରନ୍ତୁ। ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ ଘଟଣା। ଘଟଣାକୁ ଦୃଢ଼ ନିନ୍ଦା କରାଯାଉଛି। କୌଣସି ମହିଳା ଏବଂ ଅଧିକାରୀଙ୍କୁ ଆକ୍ରମଣ କଲେ ନିଆଯିବ କଡ଼ା କାର୍ୟ୍ୟାନୁଷ୍ଠାନ।‌

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking