38.3 C
Bhubaneswar
Tuesday, April 22, 2025
Homeଓଡିଶାଗର୍ବ ଓ ଅହଂକାର କରନି: ନଡ୍ଡା

ଗର୍ବ ଓ ଅହଂକାର କରନି: ନଡ୍ଡା

ପୁରୀ: ବିଜେପି ସାଂସଦ , ବିଦାୟକ ଓ ମନ୍ତ୍ରୀମାନଙ୍କ କ୍ଲାସ ନେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପ୍ରାୟ ୧ ଘଣ୍ଟାରୁ ଉଦ୍ଧ୍ୱ ସମୟ ଧରି ଟିପ୍ସ ଓ ଟାସ୍କ ଦେଇଥିଲେ ନଡ୍ଡା । ସରକାର , ସଂଗଠନ , ସୁସଂପର୍କକୁ ନେଇ ୧୪ଟି ବିନ୍ଦୁ ଉପରେ ଗୁରୁତ୍ୱ  ଦିଆଯିବା ଆବଶ୍ୟକ । ବିଧାୟକ , ସାଂସଦ , ମନ୍ତ୍ରୀ ବୋଲି ଗର୍ୱ ଓ ଅହଂକାର କରନି । ଗ୍ରୁପିଜିମ , ଚାପୁଲିସି ଛାଡି ପ୍ରଥମେ ନିଜ ବ୍ୟକ୍ତିତ୍ୱ ତିଆରି କର ।  ଗ୍ରାଉଣ୍ଡ , ଅଙ୍ଗନୱାଡି ଓ ମେଡିକାଲକୁ ଯାଇ  ଅଧ ଘଣ୍ଟାଏ  ବସ । ଅଫିସରଙ୍କ  ସହ ଭଲ ସଂପର୍କ  ରଖି କାମ ଆଦାୟ  କରିବା ଶିଖ । ସଂଗଠନ କିପରି ବୃଦ୍ଧି ହେବ ସେ  ଦିଗରେ ଦୃଷ୍ଟି ଦିଅ କହିଲେ  ନଡ୍ଡା । ପୁରୀ ସ୍ଥିତ ସ୍ୱାମୀ ନାରାୟଣ  ମନ୍ଦିରରେ ଆଜିଠାରୁ  ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହାର ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking