ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନ୍ମଦିନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କିଷାନ, ଯବାନ ଓ ମହିଳାଙ୍କୁ ପ୍ରଶଂସା କରିଛନ୍ତି । ଅପରେସନ ସିନ୍ଦୂରକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ । ଭାରତୀୟ ସେନା ପାକିସ୍ତାନକୁ ଆଣ୍ଠେଇ ଦେଇଥିଲେ । ଇଏ ନୂଆ ଭାରତ ଘରେ ପଶି ମାରେ କହିଛନ୍ତି ମୋଦୀ । କାହାର ପରମାଣୁ ଧମକକୁ ଭୟ କରେ । ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ । ଭାରତର ସୁରକ୍ଷା ସବ୍ୱୋର୍ଚ୍ଚ ପ୍ରାଥମିକତା । ମହିଳା, ଯୁବବର୍ଗ, କୃଷକ ଓ ଗରିବ ବିକଶିତ ଭାରତର ସ୍ତମ୍ବ ।









