26.1 C
Bhubaneswar
Saturday, January 17, 2026
Homeଓଡିଶାକଳାବ୍ୟାଜ ପିନ୍ଧି ଓପିଡିରେ ଡାକ୍ତରଙ୍କ ରୋଗୀ ସେବା

କଳାବ୍ୟାଜ ପିନ୍ଧି ଓପିଡିରେ ଡାକ୍ତରଙ୍କ ରୋଗୀ ସେବା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ । କଳାବ୍ୟାଜ ପିନ୍ଧି ଓପିଡିର ରୋଗୀ ସେବା କରୁଛନ୍ତି ଜୁନିୟର ଡାକ୍ତର । ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କରିଛି ପିଜିଆଇଏମଆର ଏଣ୍ଡ କ୍ୟାପିଟାଲ ହସ୍ପିଟାଲ ଜୁନିୟର ଡାକ୍ତର ସଂଘ । ସୁରକ୍ଷା ନ ମିଳିଲେ ଓପିଡିରେ ରୋଗୀ ସେବା ବନ୍ଦ କରିବାକୁ ଚେତେଇଦେଇଛି ସଂଘ । ଏହି ଘଟଣାକୁ ନେଇ ସୁପରିଟେଣ୍ଡେଣ୍ଟ ଭେଟିଛନ୍ତି ଜେନେରାଲ ବଡି ମିଟିଂରେ ରୋଗୀ ସେବା ନେଇ ଆଲୋଚନା କରିବ ବୋଲି । ସୂଚନା ଦେଇଛନ୍ତି ଜୁନିୟର ଡାକ୍ତର ସଂଘ ସଭାପତି । ଗତକାଲି ଆଉଟଡୋରରେ ରୋଗୀ ନ ଦେଖିବାରୁ ଡାକ୍ତରଙ୍କୁ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ ସଂପର୍କୀୟ । ଆଉଟ ଡୋର ବନ୍ଦ ହୋଇଥିବାରୁ ଏମର୍ଜେନ୍ସି ଯିବାକୁ ପରାମର୍ଶ ଦେଇଥିବାରୁ ଉତ୍ୟକ୍ତ ହୋଇ ଡାକ୍ତର ଓ ପ୍ଲାଷ୍ଟର ଟେକ୍ନିସିଆନଙ୍କୁ ଆକ୍ରମଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking