26.1 C
Bhubaneswar
Friday, January 24, 2025
Homeଓଡିଶାଛୁଆମାନଙ୍କ ବିକାଶ ପାଇଁ କରନ୍ତୁ ଏହିି ଉପାୟ ..

ଛୁଆମାନଙ୍କ ବିକାଶ ପାଇଁ କରନ୍ତୁ ଏହିି ଉପାୟ ..

ଭୁବନେଶ୍ୱର : ପ୍ରତ୍ୟେକ  ପିତାମାତା  ନିଜ ପିଲାମାନଙ୍କର  ବିକାଶ ପାଇଁ ବହୁତ ଚେଷ୍ଟା କରନ୍ତି । କିନ୍ତୁ ତାହା ସଫଳ ହୋଇନଥାଏ । ଆପଣଙ୍କ ପିଲା ସୁସ୍ଥ  ଶାରୀରିକ ଏବଂ ମାନସିକ  ସ୍ତରରେ ଫିଟ ରହିବା ପାଇଁ କିଛି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ । ପିଲାମାନଙ୍କର ବିକାଶ ପାଇଁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ  ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ ।  ସେମାନେ ଖାଉଥିବା ଖାଦ୍ୟରେ  ପଯ୍ୟାପ୍ତ ପରିମାଣର ପ୍ରୋଟିନ , କାଜ୍ମୋହାଇଡ୍ରେଟ , ଫ୍ୟାଟ , ଭିଟାମିନ ଏବଂ ମିନେରାଲସ କହିବା ଉଚିତ । କୁହାଯାଏ ଯେ ଶୋଇବା ସମୟରେ ଶରୀର ଅଭିବୃଦ୍ଧି ପାଇଁ  ହରମୋନ ମୁକ୍ତ କରିଥାଏ । ଯାହାକି ପିଲାଙ୍କ ବିକାଶ ହୋଇଥାଏ । ଛୁଆମାନଙ୍କୁ ଭଲଭାବେ ଶୋଇବାକୁ ଦିଅନ୍ତୁ ।  ଛୁଆମାନଙ୍କ ଉଚ୍ଚତା ମଧ୍ୟ ଜେନେଟିକ୍ସ ଉପରେ  ନିର୍ଭର କରେ । ସୂଯ୍ୟ କିରଣ ଭିଟାମିନ ଡିର  ଏକ ପ୍ରାକୃତିକ ଉତ୍ସ ।  ଯାହା ହାଡର ବିକାଶ ପାଇଁ ଗୁରୁତ୍ୱପୂର୍ଣ ।  ପିଲାମାନେ  ପ୍ରତିଦିନ  କିଛି ସମୟ  ସୂଯ୍ୟକିରଣରେ ଖେଳିବା ଆବଶ୍ୟକ । ପୁଷ୍ଟିକର ଖାଦ୍ୟ ଅଭାବ ହେଲେ  ପିଲାମାନଙ୍କ ବିକାଶରେ  ବାଧା ସୃଷ୍ଟି ହୋଇଥାଏ । ପିଲାମାନଙ୍କୁ ନିୟମିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking