27.1 C
Bhubaneswar
Tuesday, March 24, 2026
Homeଓଡିଶା୬ ତାରିଖରୁ ଜିଲ୍ଲା କୋର୍ଟ ସକାଳୁଆ

୬ ତାରିଖରୁ ଜିଲ୍ଲା କୋର୍ଟ ସକାଳୁଆ

ଭୁବନେଶ୍ୱର: ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ୬ ତାରିଖରୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲୁବ କୋର୍ଟ କାର୍ଯ୍ୟ । ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର ପାଇଁ ଲାଗୁ ହେବନି ସକାଳୁଆ ନିୟମ । କୋରାପୁଟ ସଦର, ପୁରୀ ପାଇଁ ମଧ୍ୟ ସକାଳୁଆ ନିୟମ ଲାଗିବନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking